Read Time:27 Second
ମେଲବର୍ଣ୍ଣ: ଭାରତୀୟ ଟେନିସ୍ ଷ୍ଟାର୍ ଦିବିଜ୍ ଶରନ୍ ଏବଂ ତାଙ୍କ ନ୍ୟୁଜିଲ୍ୟାଣ୍ଡ୍ ପାର୍ଟନର୍ ଆର୍ଟେମ୍ ସିଟାକ୍ ଚଳିତ ଅଷ୍ଟ୍ରେଲିଆନ୍ ଓପନ୍ ପୁରୁଷ ଡବଲ୍ସର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ତେବେ ଭାରତର ଅଭିଜ୍ଞ ଖେଳାଳି ରୋହନ୍ ବୋପନ୍ନା ପ୍ରଥମ ରାଉଣ୍ଡରେ ହାରି ବିଦାୟ ନେଇଛନ୍ତି।

