ଘର ଉପରେ ଗଛ ପଡି ମା ଏବଂ ପୁଅ ଗୁରୁତର

ଘର ଉପରେ ଗଛ ପଡି ମା ଏବଂ ପୁଅ ଗୁରୁତର

0 0
Read Time:38 Second

ଲଘୁଚାପ ଜନିତ ବର୍ଷାରେ କେନ୍ଦୁଝର ବାଂଶପାଳ ବ୍ଲକ ଡଙ୍ଗାପାଣି ଗାଁରେ ଏକ ଘର ଉପରେ ଉପୁଡ଼ି ପଡିଲା ବିରାଟ ଆମ୍ବ ଗଛ । ସଂଧ୍ୟା ସମୟରେ ଘରେ ମା ତିନି ଶିଶୁଙ୍କୁ ନେଇ ରୋଷେଇ କରୁଥିବା ବେଳେ ହଠାତ ଗଛଟି ଘର ଉପରେ ପଡ଼ି ଯାଇଥିଲା । ଏଥିରେ ଅଳ୍ପକେ ବର୍ତ୍ତି ଗଲେ ଦୁଇ ଛୁଆ । କିନ୍ତୁ ଗୁରୁତର ହେଲେ ମା ଜାନକି ଓ ୫ ବର୍ଷର ପୁଅ ସରୋଜ । ସଙ୍ଗେ ସଙ୍ଗେ ଗାଁ ଲୋକ ଏମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍