ଖାରିଆ ଗ୍ରାମ ପଞ୍ଚାୟତରେ କ୍ଷତିଗ୍ରସ୍ତ ପରିବାରଙ୍କୁ ପାଲ ବଣ୍ଟନ

ଖାରିଆ ଗ୍ରାମ ପଞ୍ଚାୟତରେ କ୍ଷତିଗ୍ରସ୍ତ ପରିବାରଙ୍କୁ ପାଲ ବଣ୍ଟନ

0 0
Read Time:45 Second

ତିନି ଦିନ ଧରି ଲଗାଣ ବର୍ଷାରେ ଆସିକା ବ୍ଲକ ଖାରିଆ ପଞ୍ଚାୟତର ଖାରିଆ ଗ୍ରାମ ପଞ୍ଚାୟତର ଘଟକୁରି,ହୁମୁକି, ଖାରିଆ ,ସହାପୁର,କୋଟିନଡ଼ା,ସନ୍ଦିନୂଆପଲ୍ଲୀ ଓ ଢୁଙ୍କୁଣିର ସମସ୍ତ କ୍ଷତିଗ୍ରସ୍ତ ପରିବାର ପାଖକୁ ଯାଇ ଜରିପାଲ ବଣ୍ଟନ କରି ସୁବିଧା ଅସୁବିଧା ବୁଝିଥିଲର ସରପଞ୍ଚ ପ୍ରତିନିଧି ଭଗବାନ ସାହୁ।କ୍ଷୟ କ୍ଷତି ସମ୍ପର୍କରେ ସେ ବିଧାୟିକା ଓ ବ୍ଲକ ପ୍ରଶାସନ ଙ୍କ ସହ ଆଲୋଚନା କରି ସରକାରୀ ସୁବିଧା ଯୋଗାଇ ଦିଆଯିବା ପାଇଁ ଚେଷ୍ଟା କରିବାକୁ କ୍ଷତିଗ୍ରସଙ୍କୁ ପ୍ରତିଶୃତି ଦେଇଥିଲେ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍