ଭୋଟର ସଚେତନତା କାର୍ଯ୍ୟକ୍ରମ

ଭୋଟର ସଚେତନତା କାର୍ଯ୍ୟକ୍ରମ

0 0
Read Time:1 Minute, 22 Second

ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ନଗର ପାଳିକା ବିନେତା ସ୍ୱାଇଁ ଙ୍କ ଅଧ୍ୟକ୍ଷତା ରେ ଏକ ନିର୍ବାଚନ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ଭୋଟର ତାଲିକାରେ ଥିବା ଭୁଲ ସଂଶୋଧନ ,ଆଧାର ସହିତ ସଂଯୋଗ ,ଭୋଟର ତାଲିକାରେ ନୂତନ ଭାବେ ଯୋଗ କରିବା, ମୃତ ବ୍ୟକ୍ତିଙ୍କ ନାମ ବାଦ୍ ପଡିବା ପରି ବିଭିନ୍ନ ବିଷୟରେ ପ୍ରଶିକ୍ଷକ ଶ୍ରୀ ରାମନାଥ ପଟ୍ଟନାୟକ ପ୍ରଶିକ୍ଷଣ ଦେଇଥିଲେ ଉକ୍ତ କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି  ସତ୍ୟନାରାୟଣ ସ୍ବାଇଁ, CDPO  ଭାଗ୍ୟଲତା ପାତ୍ର, ସୁପର ଭାଇଜର  ସରୋଜ କୁମାର ନାୟକ,ସମସ୍ତ କାଉନସିଲର, ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନରେ ଥିବା ସମସ୍ତ ଅଙ୍ଗନୱାଡ଼ି କର୍ମୀ ଓ ନୂତନ ଭାବେ ମୋନୋନିତ ହୋଇଥିବା ସମସ୍ତ ୱାର୍ଡ କୋଡ଼ିନେଟର୍ ଉପସ୍ଥିତ ଥିଲେ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ଅଧ୍ୟକ୍ଷା ଧନ୍ୟବାଦ ଦେବାସହ ଉପସ୍ଥିତ କର୍ମୀଙ୍କୁ ନିର୍ଭୁଲ ଭାବେ ନୂତନ ତାଲିକା ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଥିଲେ

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍