ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ସଫେଇ କାର୍ଯ୍ୟକ୍ରମ

0 0
Read Time:1 Minute, 9 Second

 ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଓ ତିନି (ବାଳକ ବାଳିକା) ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ କ୍ୟାମ୍ପସ୍ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀ, ଯୁକ୍ତ ଦୁଇ ୟୁନିଟ୍ ର ଏନଏସ୍ଏସ୍ ଅଧିକାରୀ, ଅଧ୍ୟାପକ ଅରୁଣ କୁମାର ସେଠୀ, ଯୁକ୍ତ ତିନି ୟୁନିଟର ବାଳକ ଏନ୍ଏସ୍ଏସ୍ ଅଧିକାରୀ ଅଧ୍ୟାପକ ଚ଼ନ୍ଦନ ମାରାଣ୍ଡି, ଯୁକ୍ତ ତିନି ବାଳିକା ୟୁନିଟର ଅଧିକାରିଣୀ ଅଧ୍ୟାପିକା ଶ୍ରୀମତୀ ମଞ୍ଜୁ ଡାକୁଆ ଏବଂ ସମସ୍ତ ଅଧ୍ୟାପକ ଅଧ୍ୟାପିକା ତଥା ଅଣଶିକ୍ଷକ କର୍ମଚାରୀମାନେ ଅଂଶ ଗ୍ରହଣ କରି ଉକ୍ତ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରାଇଥିଲେ। ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀମାନେ ନିଜସ୍ବ ମିଳିତ ଉଦ୍ୟମରେ ପୂର୍ଣ୍ଣ ସହଯୋଗର ସହ କ୍ୟାମ୍ପସ ସଫେଇ କରିଥିଲେ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍