ବୀମା ରାଶି ପ୍ରଦାନ ଦାବୀ ତହସିଲ ଅଫିସ ଘେରାଉ କଲେ ଚାଷୀ

ବୀମା ରାଶି ପ୍ରଦାନ ଦାବୀ ତହସିଲ ଅଫିସ ଘେରାଉ କଲେ ଚାଷୀ

0 0
Read Time:1 Minute, 21 Second

ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ର ଶତାଧିକ ଚାଷୀ ଆଜି ତହସିଲ କାର୍ଯ୍ୟଳୟ ଘେରାଉ କରିଛନ୍ତି |ଗତ୨୦୨୧ ବର୍ଷର କୃଷି ବୀମା ପାଇନଥିବାରୁ ଚାଷୀ ମାନେ ଆଜି ଘେରାଉ କରିଥିବା ଅଭିଯୋଗ କରିଛନ୍ତି |ଏନେଇ ଖପ୍ରାଖୋଲ ବ୍ଲକ ସମ୍ମୁଖରୁ ଶତାଧିକ ଚାଷୀ ଏକ ବିଶାଳ ଶୋଭାଯାତ୍ରା ରେ ଆଜି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ |ଚାଷୀ ଙ୍କ ଅଭିଯୋଗ ଯେ ଗତ ୨୦୨୧ ବର୍ଷ ଅଞ୍ଚଳ ରେ ଭୟଙ୍କର ମରୁଡି ହୋଇଥିଲା ।ଏନେଇ ସରକାର ଅଞ୍ଚଳ କୁ ମରୁଡି ଘୋଷଣା କରିଥିଲେ ବି ଆଜି ପ୍ରଯ୍ୟନ୍ତ ଚାଷୀ କୃଷିବୀମା ରାଶି ପାଇବାରୁ ବଞ୍ଚିତ ଅଛନ୍ତି |ଏଥିପାଇଁ ଅଭିଯୋଗ କରୁଥୁଲେ ବି କେହିଁ କର୍ଣ୍ଣପାତ କରୁନଥିବାରୁ ଆଜି ତହସିଲ କାର୍ଯ୍ୟାଳୟ ଘେରାଉ କରିଥିବା କହିଛନ୍ତି ଚାଷୀ |ଅନ୍ୟପଟେ ଖପ୍ରାଖୋଲ ତହସିଲଦାର ଆମେ ଠିକ ରିପୋର୍ଟ ଦେଉଛୁ ଅନ୍ୟ ପଂଚାୟତ ଗୁଡିକ ମଧ୍ୟ୍ୟ ବିମରାଶି ପାଇ ସାରିଛନ୍ତି ତେବେ କଣ ପାଇ ଏମାନେ ଙ୍କ ପଇସା ପାଇବାରେ ବିଳମ୍ବ ହେଉଛି ତଦନ୍ତ କରିବି ବୋଲି କହିଛନ୍ତି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍