ଆସିକା ନିର୍ବାଚନ ମଣ୍ଡଳୀର ଛାତ୍ର ନେତା ତଥା ଜିଲ୍ଲା ପରିଷଦ ସଭ୍ୟ ବି .ମନୋଜ କୁମାର ଦୋରା(ଗାନ୍ଧୀ ଭାଇ)ଙ୍କୁ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଭାବରେ ପୁଣି ଥରେ ଗୁରୁ ଦାୟିତ୍ୱ ଦେଇଥିବାରୁ, ଆସିକା ବିଜୁ ଜନତା ଦଳ ତରଫରୁ ଭାରତ ବର୍ଷର ସର୍ଵଶ୍ରେଷ୍ଠ ପ୍ରଶାସକ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ବିଜୁ ଜନତା ଦଳର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ,ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ବ୍ୟାମୋକେଶ ରାୟ, ବିଜୁ ଯୁବ ଛାତ୍ର ଜନତା ଦଳର ମୁଖ୍ୟ ଶ୍ରୀ ପ୍ରଣବ ବଳବନ୍ତ ରାୟ,ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ,ମାନ୍ୟବର ଆସିକା ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ଵାଇଁ ,ଆସିକା ସାଂସଦ ଶ୍ରୀମତି ପ୍ରମିଳା ବିଷୋୟୀ,ବିଜୁ ଯୁବ ଜନତା ଦଳର ଗଞ୍ଜାମ ଜୋନ ସଭାପତି ଶ୍ରୀ ନଚିକେତା ସ୍ବାଇଁଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରୁଛୁ
ଜିଲ୍ଲା ପରିଷଦ ସଦସ୍ୟ ମନୋଜ ଦୋରା ବିଜୁ ଛାତ୍ର ଜନତା ଦଳର ସାଧାରଣ ସମ୍ପାଦକ ନିଯୁକ୍ତି
Read Time:1 Minute, 17 Second

