ଆସିକା ଉପଖଣ୍ଡ ମେଡିକାଲରେ ରକ୍ତ ସଂରକ୍ଷଣ କେନ୍ଦ୍ରର ଶୁଭାରମ୍ଭ 

ଆସିକା ଉପଖଣ୍ଡ ମେଡିକାଲରେ ରକ୍ତ ସଂରକ୍ଷଣ କେନ୍ଦ୍ରର ଶୁଭାରମ୍ଭ 

0 0
Read Time:37 Second

ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଏବେ ରକ୍ତ ସଂରକ୍ଷଣ ପାଇଁ ବ୍ୟବସ୍ଥା ହେବ। ଏହି କେନ୍ଦ୍ରର ଉଦଘାଟନ କରିଛନ୍ତି ଆସିକା ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ୱାଇଁ ।ସମ୍ମାନିତ ଅତିଥି ଭାବେ ଆସିକା ଏନ.ଏ.ସି ନଗରପାଳିକା  ବିନେତା ସ୍ୱାଇଁ,ଆସିକା ନଗର ବିଜେଡି ସଭାପତି ସତ୍ୟନାରାୟଣ ସ୍ୱାଇଁ,ଉପଖଣ୍ଡ ଅଧିକାରୀ ଡ଼କ୍ଟର ଶ୍ରୀ ଦୀପକ ସାମନ୍ତରାୟ ,ସ୍ୱାସ୍ଥ୍ୟ କର୍ମଚାରୀ ମାନେ ଉଦ୍ଘାଟନୀ ଉତ୍ସବରେ ଉପସ୍ଥିତ ରହିଥିଲେ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍