ଥାଇଲ୍ୟାଣ୍ଡ୍ ମାଷ୍ଟର୍ସ: ଭାରତର ଅଭିଯାନ ଶେଷ

ଥାଇଲ୍ୟାଣ୍ଡ୍ ମାଷ୍ଟର୍ସ: ଭାରତର ଅଭିଯାନ ଶେଷ

0 0
Read Time:43 Second

ବ୍ୟାଙ୍ଗକକ୍‌: ଭାରତର ଶୀର୍ଷ ଶଟଲର୍ ସାଇନା ନେହ୍ୱାଲ ଚଳିତ ଥାଇଲ୍ୟାଣ୍ଡ୍ ମାଷ୍ଟର୍ସ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ରାଉଣ୍ଡରେ ପରାସ୍ତ ହୋଇ ବିଦାୟ ନେଇଛନ୍ତି। ସାଇନାଙ୍କ ପରାଜୟ ସହ ଚଳିତ ଟୁର୍ଣ୍ଣାମେଣ୍ଟରେ ଭାରତର ଅଭିଯାନ ଶେଷ ହୋଇଛି। ବୁଧବାର ଖେଳାଯାଇଥିବା ମହିଳା ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡ ମୁକାବିଲାରେ ସାଇନା ଡେନମାର୍କର ଲାଇନ୍ ହୋଜମାର୍କ ଜାଇର୍ସଫେଲ୍ଡଙ୍କ ନିକଟରୁ ୧୩-୨୧, ୨୧-୧୭, ୧୫-୨୧ ଗେମରେ ପରାସ୍ତ ହୋଇଛନ୍ତି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
କ୍ରୀଡ଼ା