ଘର ପୋଡିରେ କ୍ଷତିଗ୍ରସ୍ତ ଙ୍କୁ ଅଧକ୍ଷା ଙ୍କ ସହାୟତା

ଘର ପୋଡିରେ କ୍ଷତିଗ୍ରସ୍ତ ଙ୍କୁ ଅଧକ୍ଷା ଙ୍କ ସହାୟତା

0 0
Read Time:51 Second

ଆସିକା ର ୮ ନଂ ୱାର୍ଡ   ସୁନାମ୍ବ ସାହିରେ ନିଆଁ ଲାଗି  ଅମର ଦାସ ,ନମିତା ଦାସ ଙ୍କ ତିନୋଟି ଘର ପୋଡି ସଂପୂର୍ଣ୍ଣ ଛାର ଖାର ହୋଇ ଯାଇଛି। ଏଖବର ପାଇ ଆସିକା ଏନ ଏ ସି ଅଧ୍ୟକ୍ଷା  ଵିନେତା ସ୍ୱାଇଁ,ଆସିକା ସାଂସଦ ପ୍ରତିନିଧି  ସତ୍ୟନାରାୟଣ ସ୍ୱାଇଁ ,କାଉନସିଲର ଭାସ୍କର ବେହେରା , ନିଗମା ନନ୍ଦ ରାଉତ,ପ୍ରମୁଖ  ସେଠାରେ ପହଞ୍ଚି ପୀଡ଼ିତ ପରିବାରଙ୍କୁ ସ୍ୱାନ୍ତନା ଦେବା ସହିତ ରାସନ୍ ଜିନିଷ ଓ କିଛି ଅର୍ଥ ସାହାର୍ଯ୍ୟ କରିଥିଲେ।ଆଗାମୀ ଦିନରେ ଏମାନଙ୍କୁ ବିଜୁ ଆଦର୍ଶ କଲୋନୀର ପକାଘର ଯୋଜନାରେ ଘର ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍