ସନ୍ଧିନୁଆଁପଲ୍ଲୀରେ ଗଣେଶ ପୂଜା ଉପଲକ୍ଷେ ସଂସ୍କୃତିକ କାର୍ଯ୍ୟକ୍ରମ

ସନ୍ଧିନୁଆଁପଲ୍ଲୀରେ ଗଣେଶ ପୂଜା ଉପଲକ୍ଷେ ସଂସ୍କୃତିକ କାର୍ଯ୍ୟକ୍ରମ

0 0
Read Time:35 Second

ଆସିକା ବ୍ଳକ ସନ୍ଧିନୁଆଁପଲ୍ଲୀ ଗ୍ରାମରେ ଗଣେଶ ପୂଜା ପାଳନ ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଗଣେଶ ବନ୍ଦନା,ଅତିଥି ଓ କଳାକାରଙ୍କୁ ସମ୍ବର୍ଦ୍ଧନା ପରେ ଝୁଲରେ ନିତେଇ ଝୁଲ ଗୀତକର ତଥା କଳାକାରଙ୍କୁ ସ୍ୱତନ୍ତ୍ର ସମ୍ମାନୀତ ପରେ ପୌରାଣିକ ନାଟକ, ମନୋରଂଜନ କାର୍ଯ୍ୟକ୍ରମ ସାଙ୍ଗକୁ ଗ୍ରୁପଡେନ୍ସ,ବ୍ରେକ ଡେନ୍ସ ପରିବେଷଣ ହୋଇଥିଲା

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍