ଆସିକା ବ୍ଲକ ରେ କୃତ୍ରିମ ଅଙ୍ଗ ବଣ୍ଟନ

ଆସିକା ବ୍ଲକ ରେ କୃତ୍ରିମ ଅଙ୍ଗ ବଣ୍ଟନ

1 0
Read Time:1 Minute, 10 Second

ଆସିକା ବ୍ଲକ ପରିସରରେ କୃତ୍ରିମ ଅଙ୍ଗ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ରାଜସ୍ଥାନ ଜୟପୁର ଫୁଟ ଅନ ହୁଇଲସ ଏବଂ ଖୋର୍ଦ୍ଧା ର ବିଜୁ ମହାବୀର ପୁଟ ସେଣ୍ଟର ର ମିଳିତ ସହଯୋଗ କ୍ରମେ ଏହି ଶିବିର ଅନୁଷ୍ଠିତ ହୋଇଥିଲା l ପଂଚାୟତ ତରଫରୁ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ପକ୍ଷରୁ ପୂର୍ବରୁ ଚିହ୍ନଟ ଦିବ୍ୟାଙ୍ଗ ମାନଙ୍କ ଗୋଡ଼, ହାତ ର ମାପ ଅନୁସାରେ ଆଜି ବ୍ଲକ ପରିସରରେ ଆସ୍କା ବ୍ଲକ ର 08 ଜଣ, କୋଦଳା ଏନ ଏ ସି ର 01 ଜଣ, ସୋରଡ଼ା ରୁ 01 ଜଣ ସମେତ ମୋଟ 10 ଜଣଙ୍କୁ କୁତ୍ରିମ ଅଙ୍ଗ ସାମଗ୍ରୀ କୁ ପ୍ରତି ରୋପଣ କରିଥିଲେ l ଆୟୋଜିତ କାର୍ଯ୍ୟକ୍ରମ ରେ ଆସିକା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଫକୀର ଚରଣ ପରିଡା, ବ୍ଲକ ସାମାଜିକ ଅଧିକାରିଣୀ ଆକାଶିନୀ ନାୟକ,ଖୋର୍ଦ୍ଧା ଡି ଡି ଆର ଓ ର ସି ଏସ ପରିଡା ପ୍ରମୁଖ ଉପସ୍ଥିତ ରହିଥିଲେ l

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍