ଅମୃତ ସରୋବର ନିର୍ମାଣ ପାଇଁ ଭୂମିପୂଜା

ଅମୃତ ସରୋବର ନିର୍ମାଣ ପାଇଁ ଭୂମିପୂଜା

0 0
Read Time:1 Minute, 18 Second

ଧରାକୋଟ ବ୍ଲକ ଅନ୍ତର୍ଗତ ଜଗମୋହନ ପଞ୍ଚାୟତର କୀରାଖାଇ ପାହାଡ଼ ପାଦଦେଶରେ ଅମୃତ ସରୋବର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଧରାକୋଟ ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ବି ଡି ଓ ଡେନିସ ବେହେରା, କନିଷ୍ଠ ଯନ୍ତ୍ରୀ d, କନ୍ୟାକୁମାରୀ,ସରପଞ୍ଚ ପ୍ରତିନିଧି ପ୍ରମୋଦ ମହାରଣା,ସମିତି ସଭ୍ୟ ବିଭୂତି ଭୂଷଣ ବେବର୍ତ୍ତା, ବ୍ଲକ ବି ଜେ ଡି ସଭାପତି ସଞ୍ଜୟ ପାତ୍ର, ପୂର୍ବତନ ସରପଂଚ ଦିଲୀପ ସ୍ୱାଇଁ, ଲିଟୁ ଭୂୟାଁ ପ୍ରମୁଖ ଉପସ୍ଥିତ ରହିଥିଲେ। ମହାତ୍ମା ଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନାରେ ଏହି ଅମୃତ ସରୋବର ଖନନ କରାଯିବ । ଏଥି ପାଇଁ ପ୍ରଥମ ପର୍ଯ୍ୟାୟରେ କୋଡିଏ ଲକ୍ଷ ଟଙ୍କା ମଞ୍ଜୁର ହେଇଥିବା ଜଣାଯାଇଛି । ଏହି ସରୋବର ନିର୍ମାଣ ହେଲେ ଜଗମୋହନ ପଞ୍ଚାୟତର ସମସ୍ତ ଗ୍ରାମର ଲୋକଙ୍କ ସହ ନିକଟସ୍ଥ ସାହାସ ପୁର ପଞ୍ଚାୟତ ର ଲୋକେ ମଧ୍ୟ ଉପକୃତ ହେବେ ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories