Read Time:54 Second
ଲଗାଣ ବର୍ଷା ଜନିତ ଜଣେ ଶିଶୁ କନ୍ୟା ର ମୃତ । ବାରିପଦା ସହର ମାଛ ସାହି ରେ ଜଣେ ନାବାଳିକାଙ୍କ କାନ୍ଥ ପଡିଯିବାରୁ ମୃତ୍ୟୁ ହୋଇଛି।ମୃତକ ଜଣକ ହେଉଛନ୍ତି ଚତୁର୍ଥ ଶ୍ରେଣୀ ର ଆଠ ବର୍ଷର ରଶ୍ନି ବେହେରା ।ସେ ନିଜ ଘର ପିଣ୍ଡାରେ ଖେଳୁଥିବା ବେଳେ ହଠାତ ମାଟି କାନ୍ଥ ଭାଙ୍ଗି ପଡ଼ିଥିଲା । ରସ୍ମି ଙ୍କୁ ପରିବାର ଲୋକେ ମାଟି ତଳୁ ଉଦ୍ଧାର କରି ବାରିପଦା ଡାକ୍ତରଖାନାକୁ ନେଇଥିଲେ ହେଁ ଡାକ୍ତର ତାଙ୍କ ମୃତ୍ୟୁ ଘୋଷଣା କରିଛନ୍ତି। ରସ୍ମି ଙ୍କ ବାପା ଜଣେ ରିକ୍ସା ଚାଳକ ଏବଂ ନିହାତି ଗରିବ ଲୋକ । ରସ୍ମି ଙ୍କ ମୃତ୍ୟୁ ଖବର ପାଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

