Read Time:36 Second
ଆସିକା ନିକଟସ୍ଥ ବରଗାଁ ନିକଟରେ ବାଇକରେ ବସି ଯାଉଥିବା ଗାଡିଟି ଭାରସାମ୍ୟ ହରାଇ ବିଲ ଭିତରକୁ ପଳାଇ ଯାଇଥିବାରୁ ଜଣେ ମୃତ,ଜଣେ ଗୁରୁତର ହୋଇଛନ୍ତି।ଦେବଭୂମୀର ଲଣ୍ଡା ସାହୁ ୨୭ଙ୍କ ମୃତ ହୋଇଛି।ବସଷ୍ଟାଣ୍ଡ ସନ୍ତୋସୀ ମା ମନ୍ଦିର ନିକଟରେ ରହୁଥିବା ଚିତ୍ର ଦାସ ଗୁରୁତର ଆହତ ହୋଇ ଆସିକା ୟାପରେ ବ୍ରହ୍ମପୁର ବଡ ମେଡିକଲକୁ ସ୍ଥାନତାର ହୋଇଛି।ପ୍ରବଳ ମଦ୍ୟପାନ କରି ବାଇକ ଚଳାଉଥିବା ନେଇ ଆଲୋଚନା ହେଉଛି।

