ଏବିଭିପି ପକ୍ଷରୁ ରକ୍ଷାବନ୍ଧନ କାର୍ଯ୍ୟକ୍ରମ

ଏବିଭିପି ପକ୍ଷରୁ ରକ୍ଷାବନ୍ଧନ କାର୍ଯ୍ୟକ୍ରମ

0 0
Read Time:58 Second

ଆସିକା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଘୁମୁସର ଜିଲ୍ଲା ଆସିକା ନଗର ତରଫରୁ ରକ୍ଷାବନ୍ଧନ ଉତ୍ସବ ପାଳନ କରାଯାଇଛି। ସ୍ଥାନୀୟ ପୋଲିସଷ୍ଟେସନ ,ଉପକାରାଗାର ,ଅଗ୍ନିଶମ ସେବା କେନ୍ଦ୍ର ଠାରେ ପହଞ୍ଚି କାର୍ଯ୍ୟରତ କର୍ମଚାରୀଙ୍କୁ ରାକ୍ଷୀ ବାନ୍ଧି ମିଠେଇ ଖୁଆଇ ପାଳନ କରିଛନ୍ତି ।ଏହି କାର୍ଯ୍ୟକ୍ରମରେ ବିଭାଗ ସଂଯୋଜକ ସ୍ବାଗତ କୁମାର ତ୍ରିପାଠୀ, ଜିଲ୍ଲା ସଂଯୋଜକ ଅନିଲ୍ କୁମାର ସ୍ବାଇଁ, ବିଭାଗ ଏସ୍ଏଫଡି ପ୍ରମୁଖ ହିମାଂଶୁ ଶେଖର ତ୍ରିପାଠୀ, ପ୍ରଣିତା ପାଢୀ, ରାଜେଶ୍ବରୀ ମୁନି, ସୁପ୍ରିୟା ସାହୁ, ପ୍ରତିଭା ପାଢୀ ପ୍ରମୁଖ ଉପସ୍ଥିତ ଥିଲେ । ପରିଷଦ ର ଏହି ଅଭିନବ ପ୍ରୟାସ କୁ ପୋଲିସ୍ ବିଭାଗ ସାଧୁବାଦ ଜଣାଇଛନ୍ତି ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍