Read Time:40 Second
…………………………
ଧରାକୋଟ,18/7/26
ପୂର୍ବ ପ୍ରଚଳିତ ପରମ୍ପରା ଅନୁଯାୟୀ ଶୁକ୍ରବାର ଦିନ ରଥ ଆଡପ ମଣ୍ଡପ ନିକଟରେ ପହଞ୍ଚିବା ପରେ ଶନିବାର ପୁଟୁ ଓ ନନ୍ଦିଗୋର ଗାଁର ସେବାୟତ ମାନଙ୍କ ଦ୍ଵାରା ତିନି ଠାକୁରଙ୍କ ପହଣ୍ଡି କରାଯାଇ ଜନ୍ମ ଭୂମିକୁ ନିଆଯାଇ ସିଂହାସନ ଉପରେ ବିଜେ କରାଯାଇଥିଲା। ଆଜି ରବିବାର ଦିନ ତିନି ଠାକୁରଙ୍କୁ କୃଷ୍ଣ ବଳରାମ ବେଶରେ ସଜ୍ଜିତ କରାଯାଇଛି । ଏହି ଦୃଶ୍ୟ ଦେଖିବା ପାଇଁ ଅଞ୍ଚଳର ଶହ ଶହ ଭକ୍ତ ଭିଡ ଜମାଇଥିବା ଦେଖିବାକୁ ମିଳିଛି।

