Read Time:49 Second
ଆସିକା ଏନଏସି ୧୫ ନ ୱାର୍ଡ ର ତୋଟା ସାହିରେ ମା ମଙ୍ଗଳାଙ୍କ ଓଷାକୋଠି ଯାତ୍ରା ଆନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଆସିକା ଏନେସି ଅଧକ୍ଷା ବିନେତା ସ୍ୱାଇଁ ଓ ନଗର ବିଜେଡି ସଭାପତି ଶ୍ରୀ ସତ୍ୟ ନାରାୟଣ ସ୍ୱାଇଁ ଓ ସମସ୍ତ କାଉନସିଲର ଓ ସାହି ବାସିନ୍ଦା ମାନେ ଉପସ୍ଥିତ ରହିହିଲେ। ମା ମଙ୍ଗଳାଙ୍କ ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ଅଂଚଳରୁ ବହୁ ପ୍ରଖ୍ୟାତ ଗାହଣ ମାନେ ଉପସ୍ଥିତ ରହି ପୂଜା କାର୍ଯ୍ୟର ଶୋଭା ମଣ୍ଡନ କରିଥିଲେ।ଅଂଚଳର ଏବଂ ଆସିକା ବାସୀଙ୍କ ମଙ୍ଗଳ କାମନା ଓ ବିକାଶ ହେବା ପାଇଁ ଆୟୋଜକ ଏହି ପୂଜା କରିଥିଲେ

