ଚୋରି ଅଭିଯୋଗରେ 3ଜଣ ଗିରଫ;ଚୋରି ସାମଗ୍ରୀ ଜବତ

ଚୋରି ଅଭିଯୋଗରେ 3ଜଣ ଗିରଫ;ଚୋରି ସାମଗ୍ରୀ ଜବତ

0 0
Read Time:59 Second

ମୋହନା :ଚୋରିଅଭିଯୋଗରେ 3ଜଣଗିରଫ,   ଚୋରିସାମଗ୍ରୀଜବତ.ଗଜପତିଜିଲ୍ଲାଅନ୍ତର୍ଗତମୋହନାଥାନାଅନ୍ତର୍ଗତଚାନ୍ଦିପୁଟୁଗ୍ରାମବଜାରମଧ୍ୟରେଥିବାଗୋଟିଏମୋବାଇଲଦୋକାନରୁଶୁକ୍ରବାରରାତିରେ 3ଜଣଯୁବକତାଲାଭାଙ୍ଗିବହୁସଂଖ୍ୟକମୋବାଇଲସହମୋଆଇଲସାମଗ୍ରୀଚୋରିକରିବାଅଭିଯୋଗରେମୋହନାପୋଲିସଗିରଫକରିଛି।ଏହି 3ଜଣସେହିଦିନସ୍କୁଲରେମଧ୍ୟଚୋରିକରିକମ୍ପୁଟରମଧ୍ୟନେଇଥିବାଅଭିଯୋଗହୋଇଛି, 2ଜଣଚାନ୍ଦିପୁଟୁଗ୍ରାମରଅନୀଲମହାଙ୍କଡ଼, ସୁଦର୍ଶନମହାପାତ୍ରହୋଇଥିବାବେଳେଅନ୍ୟଜଣେଗଞ୍ଜାମଜିଲ୍ଲାସୋନପୁରଗ୍ରାମରରାଜାବେହେରାବୋଲିଏକସାମ୍ବାଦିକସମ୍ମିଳନୀରେଏସ, ଡି, ପି, ଓଅଶୋକମହାନ୍ତିକହିଛନ୍ତି।ଏସପି, ସାରାଶର୍ମାଙ୍କନିର୍ଦେଶପ୍ରକାରେଆଇ, ଆଇ, ସି, ସୁଜିତନାୟକଉପସ୍ଥିତଥିଲେ।ସମସ୍ତଚୋରିଯାଇଥିବାସାମଗ୍ରୀଜବତକରିଛିପୋଲିସ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ଅପରାଧ