ଜଗତ ଆଖିରୁ ଲୁହ ପୋଛା ପ୍ରଭୁ

ଜଗତ ଆଖିରୁ ଲୁହ ପୋଛା ପ୍ରଭୁ

0 0
Read Time:21 Second

ଜଗତ ଆଖିରୁ ଲୁହ ପୋଛା ପ୍ରଭୁ
ଏତିକି ମୋ ନିବେଦନ
କରୁଣ କ୍ରନ୍ଦନ ପୋଛି ଦିଅ ଆହେ
କାନ୍ଦୁଅଛି ଦିନ ଜନ ।

ମାଆ କାନ୍ଦୁଅଛି ପୁଅ ପାଇଁ ଆଜି
କାନ୍ଦେ ପୁଅ ବାପ ପାଇଁ
କାହିଁକି ଦେଶରେ ଶତ୍ରୁ ବଢ଼ିଛନ୍ତି
କୁହ ଆହେ ମୋର ସାଇଁ ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories ଦେଶ ବିଦେଶ ମନୋରଞ୍ଜନ