ଆସିକା ତହସିଲରେ ଗ୍ରାମକଣ୍ଠ ପଟ୍ଟା ବଣ୍ଟନ 

ଆସିକା ତହସିଲରେ ଗ୍ରାମକଣ୍ଠ ପଟ୍ଟା ବଣ୍ଟନ 

0 0
Read Time:1 Minute, 25 Second

ଆସିକା ତହସିଲ କାଯ୍ୟାଳୟ ଠାରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରାମକଣ୍ଠ ପଟ୍ଟା ବଣ୍ଟନ କାଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସାଂସଦ ପ୍ରମିଳା ବିଷୋୟୀ  ଅନୁଷ୍ଠାନିକ ଭାବେ ଦ୍ୱୀପ ପ୍ରଜ୍ୱଳନ କରି  କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଅୟୋଜିତ କାର୍ଯ୍ୟକ୍ରମରେ ଆସିକା ବ୍ଳକର ୨୭ ଟି ପଞ୍ଚୟତର ୯ ଟି ରାଜସ୍ବ ସାର୍କିଲ ୧୧୦୬ଟି ପଟ୍ଟା ବଣ୍ଟନ କରାଯାଇଥିଲା। ଏଥିରେ ସ୍ଥାନୀୟ ବିଧାୟିକା ମଞ୍ଜୁଳା ସ୍ୱାଇଁ, ବ୍ଳକ ଅଧକ୍ଷା ତ୍ରିବେଣୀ ନାହାକ,ଆସିକା ଏନ ଏ ସି ଅଧକ୍ଷା ବିନେତା ସ୍ୱାଇଁ,ଆସ୍କା ତହସିଲଦାର ସଂଜୟ କୁମାର ସାମନ୍ତରାୟ ,ଆସିକା ଗୋଷ୍ଠି ଉନ୍ନୟନ ଅଧିକାରୀ ଫକୀର ଚରଣ ପରିଡା , ଜିଲ୍ଲା ପ୍ରଶାସନ ଅଧିକାରୀ ସମେତ ବହୁ ନିର୍ବାଚିତ ପ୍ରତିନିଧି ଏବଂ ହିତାଧିକାରୀ ଏହି କାଯ୍ୟକ୍ରମ ରେ ଯୋଗ ଦେଇଥିଲେ।ଜିଲ୍ଲା ଯୁବ ବିଜେଡି ସଭାପତି ନଚିକେତ ସ୍ବାଇଁ,ସାଂସଦ ପ୍ରତିନିଧି ସତ୍ୟନାରାୟଣ ସ୍ବାଇଁ,ସରପଞ୍ଚ,ସମିତି ସଭ୍ୟ,ନିର୍ବାଚିତ ପ୍ରତିନିଧିମାନେ ଯୋଗଦେଇଥିବା ବେଳେ ତହସିଲ କର୍ମଚାରୀ ମାନେ ସହଯୋଗ ପ୍ରଦାନ କରିଥିଲେ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ସ୍ପେଶାଲ୍ ରିପୋର୍ଟ