Read Time:43 Second
ଆସିକା ଵିଜ୍ଞାପିତ ଅଞ୍ଚଳ ପାରିଷଦ ପକ୍ଷରୁ ଆଜାଦିକି ଉଛବ ପାଳିତ ଅବସରରେ ଏକ ସଚେତନତା ରାଲି କରାଯାଇଥିଲା ।କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକୋନାଥ ବେଜ ଙ୍କ ତତ୍ୱବଧାନରେ ଅଧକ୍ଷା ବିନେତା ସ୍ୱାଇଁ ଏବଂ କାଉନସିଲର ,କର୍ମଚାରୀ,ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନେଯୋଗ ଦେଇ ଆସିକା ସହରର ବିଭିନ୍ନ ସାହି ତଥା ଖମ୍ବେଶ୍ବରୀ ପାଟଣା, କୁମ୍ଭାର ସାହି, ହାଟପଦା ଅଞ୍ଚଳକୁ ଯାଇ ସ୍ୱଚ୍ଛତା ଉପରେ ବିଭିନ୍ନ ସ୍ଲୋଗାନ ଦେଇ ସହର ବାସୀଙ୍କୁ ସଚେତନତା କରାଇଥିଲେ l

