ପୂର୍ଵ ଶତ୍ରୁତାକୁ ନେଇ  ହତ୍ୟା, ହତ୍ୟାକାରୀ ଅଟକ, କଟୁରୀ ଜବତ

ପୂର୍ଵ ଶତ୍ରୁତାକୁ ନେଇ ହତ୍ୟା, ହତ୍ୟାକାରୀ ଅଟକ, କଟୁରୀ ଜବତ

0 0
Read Time:1 Minute, 6 Second

ସୁନ୍ଦରଗଡ଼ ଜିଲ୍ଲା କେବଳଙ୍ଗ ଥାନା ର ଖଡ଼ିଆ ବାହାଲ ଗ୍ରାମରେ,ପୂର୍ବ ଶତ୍ରୁତାକୁ ନେଇ ଏହି ଗ୍ରାମର ମଙ୍ଗଲ ମୁଣ୍ଡା ଘରେ ଥିବା ବେଳେ ସେହି ଗ୍ରାମର ଗାନସlମୁଣ୍ଡା ଆସି ମଙ୍ଗଲ ମୁଣ୍ଡା ସାଙ୍ଗରେ ଯୁକ୍ତି ତର୍କ କରିବା ପରେ ଯୁକ୍ତି ତର୍କ ପରେଯୁକ୍ତି ତର୍କ ଉଗ୍ର ରୂପ ନେବା ପରେ ଗା ନ ସା ଏକ କଟୁରୀ ରେ ମଙ୍ଗଲ ମୁଣ୍ଡାର ମୁଣ୍ଡ, ହାତକୁ ବାରମ୍ବାର ହାଣି ବାରୁ ମଙ୍ଗଲ ତଳେ ପଡିଯାଇଥିଲେ।ସ୍ଥାନୀୟ ଲୋକ ଡାକ୍ତରଖାନା ନେଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା।ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ଫେରାର ହୋଇ ଜଙ୍ଗଲ ରେ ଲୁଚି ଥିବା ଖବର ପାଇକେବଳଙ୍ଗ ଥାନା ଅଧିକାରୀ ସଦଳବଳେ ଗ୍ରାମ ନିକଟରେ ଥିବା ଜଙ୍ଗଲ ରେ ଲୁଚି ଥିବା ଅଭିଯୁକ୍ତ କୁ କୁ ଗିରଫ କରିବା ସହିତ କଟୁରୀ କୁ ଜବତ କରିଛି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ଅପରାଧ