Read Time:43 Second
ସୁନ୍ଦର ଗଡ଼ ଜିଲ୍ଲା ବଣାଇ ଅଂଚଳ ରେ ଗତ କାଲି ଠାରୁ ଏକ ଗୋଠରୁ ଅଲଗା ହୋଇଯାଇଥିବା ଦନ୍ତା ହାତି ବଣାଇ ରେଞ୍ଜର ଧରଣୀଧର ପାଲି ଅଂଚଳରେ ପଶି ବିତପାତ ଆରମ୍ଭ କରିଛି। ଜଙ୍ଗଲ ରେ ରହି ସନ୍ଧ୍ୟା ରେ ଖାଦ୍ୟ ଅନୁସରଣ ରେ ବାହାରି ଥିବା ଯୋଗୁ ଉକ୍ତ ଅଂଚଳ ରେ ନିଦ ହଜ଼ାଇ ଦେଇଛି। ଚାଷୀ ମାନଙ୍କ ଧାନ ଫସଲ ନଷ୍ଟ କରୁଥିବା ବେଳେ ଗ୍ରାମବାସି,ରେଞ୍ଜର,ବନ ବିଭାଗର କର୍ମଚାରୀ ନିଆଁ ହୁଳା ଧରି ରାତି ସାରା ହାତୀ ଘଉଡାଇବାରେ ଲାଗିଥିଲେ ମଧ୍ୟ ହାତୀ ଟି ପୁଣି ସେହି ଜାଗାକୁ ପଳାଇ ଆସିଛି,

