ଆଇନଜୀବୀଙ୍କୁ ଧମକ ଓ ବାଇକ ପଡିଲେ ଦୁର୍ବୁତ୍ତ

ଆଇନଜୀବୀଙ୍କୁ ଧମକ ଓ ବାଇକ ପଡିଲେ ଦୁର୍ବୁତ୍ତ

0 0
Read Time:1 Minute, 17 Second

ଆସିକା ବଜାର ସାହି ର ଆଇନଜୀବୀ ପି.ରବୀନ୍ଦ୍ର ପାତ୍ରଙ୍କୁ ଜଣେ ଦୁର୍ବୁତ୍ତ ନାମ ଵାଲା ଆଚାରି ତାଙ୍କୁ ଧମକ ଦେଇ ପେଟ୍ରୋଲ ଭର୍ତି ବୋତଳରେ  ନିଆଁ ଲଗାଇ ତାଙ୍କ ଉପରକୁ ଫୋପାଡି ଥିଲା। ଓକିଲ ସାମାନ୍ୟ ଘୁଞ୍ଚି ଯିବାରୁ ବିପଦରୁ ବର୍ତ୍ତି ଗଲେ।ହେଲା ତାଙ୍କ ବାରଣ୍ଡାରେ ରଖାଯାଇଥିବା ବାଇକକୁ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇଥିଲେ।ବାଇକ ହିରୋ ହୋଣ୍ଡା ପେସନ ପ୍ରୋ 0R07 V 7513ସମ୍ପୂର୍ଣ ପୋଡି ଯାଇଛି। ସୂଚନା ପ୍ରକାରେ ନିଜ ଚେମ୍ବେରରେ ବସି ସେ ଅନ୍ୟ ଓକିଲଙ୍କ ସହ ଆଲୋଚନା କରିଥିଲେ।ହଠାତ ଆସାମୀ ଵାଲା ଓକିଲଙ୍କ ଘର ଭିତରକୁ ପଶି ଗାଳି ଗୁଲଜ କରିଥିଲେ।ସେଠାରେ ଉପସ୍ଥିତ ଥିବା ଅନ୍ୟ ଆଇନଜୀବୀ ଦୁହେଁ ଵାଲା ଙ୍କୁ ବାରଣ କରିବାରୁ ସେ ଅଧିକ ଉଗ୍ର ହୋଇ ଏହିସବୁ କାଣ୍ଡ ଭିଆଇ ଥିଲା।ଏନେଇ  ଓକିଲ ପି. ରବି ପାତ୍ର ଥାନାରେ ଅଭିଯୋଗ କରିଛନ୍ତି।ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ କରିଛନ୍ତି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories