ସ୍ତ୍ରୀ ଓ ଝିଅକୁ ମାଡ ମାରି ସ୍ୱାମୀ ଗିରଫ

ସ୍ତ୍ରୀ ଓ ଝିଅକୁ ମାଡ ମାରି ସ୍ୱାମୀ ଗିରଫ

0 0
Read Time:56 Second

ଆସିକା ଥାନା ଅନ୍ତର୍ଗତ ବଡଖୋଲି ଗ୍ରାମରେ ସ୍ୱାମୀ କିଶୋର ପଟନାୟକ ତାଙ୍କ ସ୍ତ୍ରୀ ଓ ଝିଅକୁ ମାଡ ମାରି ଗିରଫ ହୋଇଛନ୍ତି।ଦୀର୍ଘଦିନ ହେଲା କିଶୋର ପ୍ରବଳ ମଦ ପିଇ ମା ଓ ଝିଅଙ୍କୁ ଗାଳି ଗୁଳଜ କରିବା ସହ ବାଡାପିଟା କରୁଥିଲେ।ଆଜି ସେଭଳି କିଶୋର କରିବାରୁ ତାର ପ୍ରତିବାଦ କଲେ ମା ଓ ଝିଅ।ଏଥିରେ ଉତକ୍ଷିପ୍ତ ହୋଇ ସେ ସ୍ତ୍ରୀ ପଦ୍ମାକାନ୍ତିଙ୍କ ତଣ୍ଟି ଚିପିବାରୁ ଜୋରରେ ପାଟି କରିଥିଲେ।ଗାଁ ଲୋକେ ଛଡ଼ାଇବାରୁ ତାଙ୍କ ପ୍ରାଣ ବଞ୍ଚିଥିଲା ବୋଲି ଝିଅ କାଜଲ ଥାନାରେ ଏତଲା ଦେଇଛନ୍ତି।ପୋଲିସ ଥାନା କେଶ ନଂ ୫୧୨/୨୨ ରେ ମାମଲା ରୁଜ୍ଜୁ କରି କିଶୋର ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ଅପରାଧ