ନକ୍ସଲଗଡରେ ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକ

ନକ୍ସଲଗଡରେ ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକ

0 0
Read Time:52 Second

ରାୟଗଡ଼ା ଜିଲାପାଳ ସ୍ୱଧା ଦେବ ସିଂ ଓ ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ଙ୍କ ଗସ୍ତକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ନିୟମଗିରି ପାହାଡ଼ ଅଞ୍ଚଳ ପାରସାଲୀ ପଞ୍ଚାୟତ ଲାଖପଦର ଗାଁକୁ ଗସ୍ତ କରିଛନ୍ତି ଉଭୟେ। ସେଠାର ଖଣି ଖନନକୁ ନେଇ ବେସ ଚର୍ଚ୍ଚାରେ ରହିଥିବା ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧ ବସବାସ କରୁଥିବା ଅଞ୍ଚଳକୁ ଯାଇ ନିୟମଗିରି ସୁରକ୍ଷା ମଞ୍ଚର ସଭାପତି ସିକକା ଲଦ, ଯୁବ ସଭାପତି ସମ୍ବା କୁଲୁସିକା ଙ୍କ ସହିତ ଆଲୋଚନା କରିଛନ୍ତି।ସେଠାରେ ବସବାସ କରୁଥିବା ଡ଼ଙ୍ଗରିଆ କନ୍ଧମାନଙ୍କ ଜୀବନ ଯାପନ ଶୈଳୀ ଓ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories ଯୋଗାଯୋଗ