Read Time:1 Minute, 10 Second
ଆସିକାରେ କେନ୍ଦ୍ର ସରକାର ଙ୍କ ମାଗଣା ଟୀକାକରଣ କାର୍ଯ୍ୟକ୍ରମ ଆସିକା ବ୍ଲକ ଅନ୍ତର୍ଗତ ବାଲିସିରା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ସୌଜନ୍ୟ ରେ ଆସିକା ବଜାର ସାହି ବ୍ୟବସାୟୀ ସଂଘ ସହଯୋଗରେ କୋରୋନା ଟୀକାକରଣ ଶିବିର ଆସିକା ବଜାର ସାହି ସ୍ଥିତ ରୁକ୍ମିଣୀ ଯୁଏଲରସ୍ ସାମ୍ନା ଠାରେ ଆୟୋଜିତ କରାଯାଇଥିଲା, ସେଠାରେ ମୋଟ ୪୪୧ ଜଣଙ୍କୁ ଟୀକାକରଣ କରାଯାଇଥିଲା,Covishield ୨୧୨,Covaxin ୧୬୮,Corbavex ୧୨,ଏହି କାର୍ଯ୍ୟକ୍ରମକୁ ଶ୍ରୀନିବାସ ପାତ୍ର,ଦେବାଶିଷ ପଣ୍ଡା,କୃଷ୍ଣ ଚନ୍ଦ୍ର ନାୟକ,ଶଙ୍କର ମୁନି,ସୁଜିତ୍ ପାତ୍ର,ପି ସୁଶାନ୍ତ ପାତ୍ର,ସିଏଚ୍ ସଞ୍ଜୟ ପାତ୍ର, ଡି ଆଶିଷ ପାତ୍ର ଏବଂ ଅନେକ ସଭ୍ୟ ସହଯୋଗ କରିଥିଲେ,ବାଲିଶିରା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର (ଏନମ) ମଧୁମିତା ମହାପାତ୍ର, (ଡିଓ) ଗଣେଶ ଓ ଅଜିତ୍ ଟୀକାକରଣ କରାଇଥିଲେ।

