ଦୁଇଦିନିଆ କରୋନା ଟୀକାକରଣ ଶିବିର

ଦୁଇଦିନିଆ କରୋନା ଟୀକାକରଣ ଶିବିର

0 0
Read Time:1 Minute, 41 Second

ଗତ ଦୁଇଦିନ ଧରି କେନ୍ଦ୍ର ସରକାର ଙ୍କ ମାଗଣା ଟୀକାକରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ବାଲିସିରା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର  ସୌଜନ୍ୟ ରେ ଆସିକା ବଣିକ ସଂଘ ଦ୍ୱାରା  କୋରୋନା ଟୀକାକରଣ ଶିବିର ଆସିକା ସ୍ଥିତ କନ୍ୟକା ପରମେଶ୍ବରି ମନ୍ଦିର ଠାରେ ଆୟୋଜିତ କରାଯାଇଥିଲା, ସୋମବାର ଦିନ ମୋଟ ୩୫୮ ଜଣଙ୍କୁ ଟୀକାକରଣ କରାଯାଇଥିଲା,Covishield ୨୫୫,Covaxin ୯୨,Corbavex ୧୧ ଏବଂ ମଙ୍ଗଳବାର ଦିନ ମୋଟ ୩୮୯ ଜଣଙ୍କୁ ଟୀକାକରଣ କରାଯାଇଥିଲା, Covishield  ୨୭୩,Covaxin  ୯୯,Corbavex  ୧୭, ଏହି ୨ ଦିନର କାର୍ଯ୍ୟକ୍ରମକୁ ପୂର୍ବତନ ସଭାପତି ଅରୁଣ କୁମାର ପାତ୍ର,ସଭାପତି ଅରୁଣ କୁମାର ଗୁପ୍ତା,କୋଷାଧ୍ୟକ୍ଷ ରାଜା ପାତ୍ର,ଉପସଭାପତି ଶ୍ୟାମସୁନ୍ଦର ପାଢ଼ୀ, କାର୍ଯ୍ୟକାରୀ ସଦସ୍ୟ ସଂଜୟ ପାତ୍ର,ସତ୍ୟ ନାରାୟଣ ପାତ୍ର, ମୋନଜ ମୁନୀ,ଦେବାଶିଷ ପଣ୍ଡା,ଶ୍ରୀନିବାସ ପାତ୍ର,ସୁନିଲ ସାହୁ,ଜିତେଶ ପାତ୍ର,ସୁଜିତ୍ ପୃଷ୍ଟି , ଡି ଶିବ ପାତ୍ର, ସୁରୀ ବିଷୋୟୀ,କାମେଶ୍ୱର ଅଚାରୀ,ଆଶିଷ ପାତ୍ର, ଅଚିତାନନ୍ଦ ମହାନ୍ତି,ଟି ସୁନିଲ,ଶଙ୍କର ମୁନୀ,ସତ୍ୟନାରାୟଣ ପାତ୍ର ଏବଂ ଅନେକ ସଭ୍ୟ ସହଯୋଗ କରିଥିଲେ, ବାଲିସୀରା ଗୋଷ୍ଠି  ସ୍ବାସ୍ଥ୍ୟ କେନ୍ଦ୍ର ର ଏ ଏନ ଏମ ମଧୁମିତା ମହାପାତ୍ର, ଡି ଓ ଅନୁଷ୍କା କର ଓ ଅନନ୍ୟା କର ଟୀକାକରଣ କରାଇଥିଲେ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ସ୍ୱାସ୍ଥ୍ୟ