ନୁଆଁ ଜିଲ୍ଲାପାଳ ହିଂଜିଳି ଓ ଶେରଗଡ଼ ପରିଦର୍ଶନ

ନୁଆଁ ଜିଲ୍ଲାପାଳ ହିଂଜିଳି ଓ ଶେରଗଡ଼ ପରିଦର୍ଶନ

0 0
Read Time:1 Minute, 15 Second

ଗଞ୍ଜାମ ଜିଲ୍ଲାରେ ନୂତନ ଭାବେ ଯୋଗଦାନ କରିଥିବା ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ମୁଖ୍ୟମନ୍ତ୍ରୀ ଙ୍କ ଏରିଆ ପରିଦର୍ଶନ କରିଛନ୍ତି ।ଶେରଗଡ଼ ବ୍ଲକ ଓ ହିଂଜିଳି ବ୍ଲକ ଏବଂ ପୌର ପରିଷଦ ଯାଇ ତହସିଲଦାର, ବିଡ଼ିଓ, ନିର୍ବାହୀ ଅଧିକାରୀ, କର୍ମଚାରୀ ସମେତ ନିର୍ବାଚିତ ପ୍ରତିନିଧି ମାନଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲାର ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ।ଗ୍ରସ୍ତବେଳେ ପିଡ଼ି କୀର୍ତିଭାସନ ,ହିଂଜିଲି ବ୍ଲକ ବିଡ଼ିଓ ସୁବ୍ରତ କୁମାର ଜେନା,ଶେରଗଡ଼ ବିଡ଼ିଓ ଶମ୍ଭୁନାଥ ନନ୍ଦୀ, ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ ମନୋରଂଜନ ସାହୁ, ତହସିଲଦାର ପ୍ରଭାତ କୁମାର ପରିଡା, ଶେରଗଡ଼ ତହସିଲଦାର ଦୟାସିନ୍ଧୁ ପରିଡା,ହିଂଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ,ଶେରଗଡ଼ ଥାନା ଅଧିକାରୀ ମନୋଜ ପ୍ରଧାନ ଏବଂ ବ୍ଲକ ର ସମସ୍ତ କର୍ମଚାରୀ ଓ ପୌରପରିସଦ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍