ସିଧାସଳଖ￰ ଲୋକଙ୍କ ସହ ସମ୍ପର୍କ ରଖିବେ ନଗରପାଳ

ସିଧାସଳଖ￰ ଲୋକଙ୍କ ସହ ସମ୍ପର୍କ ରଖିବେ ନଗରପାଳ

0 0
Read Time:52 Second

ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧକ୍ଷା ଶ୍ରୀମତୀ ବିନେତା ସ୍ୱାଇଁ  ପ୍ରତେକ ମାସର ୫ ତାରିଖ ଏବଂ ୨୫ ତାରିଖରେ  ଅଭିଯୋଗ ଶୁଣାଣି କରିବେ।ଶୁଣାଣି ବେଳେ ଏନ ଏ ସି ର ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିବେ ଏବଂ ପ୍ରତିକାର ବ୍ୟବସ୍ଥା ତୁରନ୍ତ କରିବେ।ପ୍ରତ୍ୟେକ ୱାର୍ଡର ବାସିନ୍ଦା ତାଙ୍କ ବସ୍ତିର ସମସ୍ୟା ସମ୍ପର୍କରେ ଅଭିଯୋଗ କରିପାରିବେ। ଅଭିଯୋଗ ଶୁଣାଣି ଧାର୍ଯ୍ୟ ତାରିଖରେ ଯଦି କୌଣସି ଛୁଟିଦିନ ରହେ ତେବେ ତାର ପରଦିନ ଏହି ଶୁଣାଣି ହେବ ବୋଲି ଅଧକ୍ଷା ବିନେତା ସ୍ୱାଇଁ ସୂଚନା ଦେଇ ତାଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍ ଯୋଗାଯୋଗ