ଧରାକୋଟ  ଯୋଗ ଦିବସ ପାଳିତ

ଧରାକୋଟ ଯୋଗ ଦିବସ ପାଳିତ

0 0
Read Time:51 Second

ଗଞ୍ଜାମ ଜିଲ୍ଲା ଧରାକୋଟ ସ୍ଥିତ ଅନନ୍ତ ନାରାୟଣ ମହାବିଦ୍ୟାଳୟ ରେ ଯୋଗ ଦିବସ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟ କ୍ରମରେ ଅଧକ୍ଷ ଅକ୍ଷୟ ପଟନାୟକ ସଭାପତିତ୍ବ କରିଥିବା ବେଳେ କ୍ରୀଡା ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ଦାସ ଛାତ୍ର ଛାତ୍ରୀଙ୍କୁ ଯୋଗ ଶିକ୍ଷା ଦେଇଥିଲେ । ମହାବିଦ୍ୟାଳୟର ଅଧ୍ୟାପକ ଲଡୁ କିଶୋର ବେହେରା ଅଧ୍ୟାପିକା ଖିରାବ୍ଧି ସାହୁ ,ରାଜ ଲକ୍ଷ୍ମୀ ବେହେରା ପ୍ରମୁଖ ଉପସ୍ଥିତ ରହି ଯୋଗ ର ମହତ୍ତ୍ଵ ଓ ଶରୀର ରେ ଏହାର ପ୍ରଭାବ ଉପରେ ଗୁରୁତ୍ବପୂର୍ଣ୍ଣ ମତ ରଖି ଥିଲେ ।ଏହି ଦିବସ ଅବସରରେ ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ରହି ଥିଲେ ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ସ୍ୱାସ୍ଥ୍ୟ