ଆସିକାରେ ମାଗଣା ଚକ୍ଷୁ ଶିବିର ଅନୁଷ୍ଠିତ

ଆସିକାରେ ମାଗଣା ଚକ୍ଷୁ ଶିବିର ଅନୁଷ୍ଠିତ

0 0
Read Time:58 Second

ଆସିକା ଏନ ଏ ସି ଏବଂ ସମ୍ବରଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସଳୟ ପକ୍ଷରୁ ମିଳିତ ପ୍ରଚେଷ୍ଟାରେ ଏକ ମାଗଣା ଚକ୍ଷୁ ଶିବିର ଆସିକା ବାଣୀବିହାର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା ଅୟୋଜିତ ଏହି ମାଗଣା ଚକ୍ଷୁ ଶିବିର ରେ ୪୪ ଜଣ ଆଖି ପରୀକ୍ଷା ନିରୀକ୍ଷା କରାଯାଇ ମାଗଣା ଔଷଧ ବଣ୍ଟନ କରାଯାଇଥିଲା । ଶିବିରାର୍ଥୀ ଅନ୍ୟ ୫ ଜଣଙ୍କୁ ପରଳ ଅସ୍ତ୍ରପଚାର ପାଇଁ ଶଙ୍କର ଚିକିତ୍ସଳୟ କୁ ପଠାଯାଇଛି।ଏଥିରେ ନଗରପାଳ ବିନେତା ସ୍ୱାଇଁ,କାର୍ଯ୍ୟନିର୍ବାହୀ ଅଧିକାରୀ ଲକ୍ଷ୍ମୀକାନ୍ତ ବେଜ,ସତ୍ୟନାରାୟଣ ସ୍ୱାଇଁ ,ସ୍ବେଛାସେବୀ ସମେତ ଶଙ୍କର ନେତ୍ରାଳୟର ଡାକ୍ତର ଓ କର୍ମଚାରୀମାନେ ଉପସ୍ଥିତ ରହି ଶିବିରାର୍ଥୀ ଙ୍କ ତଦାରଖ କରିଥିଲେ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ସ୍ୱାସ୍ଥ୍ୟ