Read Time:1 Minute, 9 Second
,ଆସିକା ଆର୍ଦଶ ଥାନା ରେ ଲୋକଙ୍କ ଜରୁରୀ ସେବା ଦେବା ପାଇଁ ପହଂଚି ଲା ଏକ ସ୍ବତନ୍ତ୍ର ଧରଣର ଗାଡ଼ି । ଯୋଉଁଗାଡି ପାଇଁ ତିନୋଟି ଡ୍ରାଇଭର ନିଯୁକ୍ତି ହୋଇଛନ୍ତି ।ଏହା ୨୪ଘଣ୍ଟି ଆ ସେବା ଯୋଗାଇବ ।ଯେ କୌଣସି ଇମାରଜେନିସିଙ୍ଗ କଲ ପାଇବା କ୍ଷଣି ତତ କ୍ଷଣାତ ଘଟଣା ସ୍ଥଳରେ ପହଞ୍ଚିବ ।ଉକ୍ତ ଗାଡ଼ିରେ ବିଭିନ୍ନ ପ୍ରକାର ସାମଗ୍ରୀ ତଥା ଷ୍ଟ୍ରେଚର, ଦଉଡି, ଅଗ୍ନି ନିର୍ବାପକ ଯନ୍ତ୍ର, ହାଇ ରେଞ୍ଜ୍ ଟର୍ଚ୍ଚ, ଜିପିଏସ୍ ଫିଟ୍, ପ୍ରଥମ ସହାୟତା କିଟ୍ ଇତ୍ୟାଦି ସହ ପହଞ୍ଚି ଲୋକଙ୍କୁ ତ୍ବରିତ ସେବା ଯୋଗାଇବ । ଆସ୍କା ଥାନା କୁ ଦିଆଯାଇଥିବା ଏହାଏକ ନୂତନ ଉଦ୍ଦେଶ୍ୟମୂଳକ ଯାନ ଅଟେ | ପୋଲିସ, ଅଗ୍ନିଶମ ଏବଂ ଆମ୍ବୁଲାନ୍ସ ଉଦ୍ଦେଶ୍ୟରେ ଏହା 24/7 କାର୍ଯ୍ୟ କରିବ | ସେବା ପାଇବା ପାଇଁ ଯେକେହି 100, 112 ଏବଂ9438916721 କୁ କଲ କରିପାରିବେ ବୋଲି ଥାନା ଅଧିକାରୀ ପ୍ରଶାନ୍ତ ସାହୁ ସୂଚନା ଦେଇଛନ୍ତି ।

