ନାବାଳିକା ଦୁଷ୍କର୍ମ ଅଭିଯୋଗରେ ମଉସା ଗିରଫ

ନାବାଳିକା ଦୁଷ୍କର୍ମ ଅଭିଯୋଗରେ ମଉସା ଗିରଫ

0 0
Read Time:58 Second

 ଆସିକା ଥାନା ଅଞ୍ଚଳରେ ଘଟିଛି ଏକ ଲଜ୍ୟାଜନକ ଘଟଣା l ନାବାଳିକା ଝିଆରୀକୁ ଦୁଷ୍କର୍ମ ଅଭିଯୋଗ ରେ ଗିରଫ ହେଲା ମଉସା l ଗତ ଫେବୃଆରୀ ମାସରୁ ନାବାଳିକାକୁ ତାଙ୍କ ଇଚ୍ଛା ବିରୁଦ୍ଧରେ ଏହି ଦୁଷ୍କର୍ମ ହୋଇଥିବା  ଥାନାରେ ଅଭଯୋଗ କରିଥିଲେ ନାବାଳିକା l ଏତଲାକୁ ଭିତ୍ତି କରି  ପୋଲିସ ଅଭିଯୁକ୍ତ ମଉସା ବ୍ରହ୍ମପୁର ଆଙ୍କୁଶପୁର ଅଞ୍ଚଳର ପ୍ରଶାନ୍ତ ଗୌଡ଼ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି ଆସିକା ଥାନା ଅଧିକାରୀ ପ୍ରଶାନ୍ତ ସାହୁl ଅଭିଯୁକ୍ତ ମଉସା ର ତିନୋଟି ସନ୍ତାନ ଥିବା ବେଳେ ସେ ଜଣେ ଅଟୋ ଡ୍ରାଇଭର ଭାବେ କାମ କରନ୍ତି l ଏହି ଦୁଷ୍କର୍ମ ଘଟଣା  ଆସିକା ନିକଟ ନିରାଳ ଗ୍ରାମରେ ଘଟିଥିବା ସୂଚନା ମିଳିଛି l

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ଅପରାଧ ନ୍ୟୁଜ୍