ଡାକ୍ତର ଚନ୍ଦ୍ରମଣି ସ୍ଵାଇଁ ଓ ପ୍ରଫେସର ହରିହର ଦାଶ ଙ୍କ ବିୟୋଗରେ ଶୋକ ପ୍ରକାଶ …….

ଡାକ୍ତର ଚନ୍ଦ୍ରମଣି ସ୍ଵାଇଁ ଓ ପ୍ରଫେସର ହରିହର ଦାଶ ଙ୍କ ବିୟୋଗରେ ଶୋକ ପ୍ରକାଶ …….

0 0
Read Time:1 Minute, 18 Second

ବୁଗୁଡା ୪/୧୧ ବିଶିଷ୍ଟ ସମାଜସେବୀ ଓ ସାହିତ୍ୟିକ ଡାକ୍ତର ଚନ୍ଦ୍ରମଣି ସ୍ଵାଇଁ ଓ ବିଶିଷ୍ଟ ଶିକ୍ଷାବିତ ଓ ଲେଖକ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ର ପୂର୍ବତନ କୁଳପତି ପ୍ରଫେସର ଡ଼ଃ ହରିହର ଦାଶଙ୍କ ବିୟୋଗରେ ବାଲିପଦରର ପ୍ରତିଷ୍ଠିତ ସାହିତ୍ୟ,କଳା, ସଂସ୍କୃତିର ଗବେଷଣା ପ୍ରତିଷ୍ଟାନ “ଘୁମୁସର ର ସ୍ୱର” ପକ୍ଷରୁ ଶୋକ ପ୍ରକାଶ କରାଯାଇଛି। ଘୁମୁସର ର ସ୍ୱର ର ସଭାପତି ଡ଼ଃ ପ୍ରକାଶ ଚନ୍ଦ୍ର ପାତ୍ର, ଡ଼ଃ କୁଳମଣି ଓଝା, ଡ଼ଃ ବ୍ରଜକିଶୋର ଦାଶ, ଡ଼ଃ ବାୟାମନୁ ଚର୍ଚ୍ଚି, ଡ଼ଃ ଅନ୍ତରାମ କର, କବି ଅନନ୍ତ କର, ଅଧ୍ୟାପକ ସଂଜୟ କୁମାର ଷଡଙ୍ଗୀ, ଗୌରୀପତି ଦାଶ, ଚିତ୍ତରଞ୍ଜନ ଦାସ, ଲୋକନାଥ ନାୟକ, ଅନିଲ କୁମାର ମହାରଣା, ଇ ନିଳାଞ୍ଚଳ ପାତ୍ର ପ୍ରମୁଖ ଶୋକ ବାର୍ତ୍ତାରେ ଡାକ୍ତର ଚନ୍ଦ୍ରମଣି ସ୍ଵାଇଁ ଏବଂ ପ୍ରଫେସର ଡ଼ଃ ହରିହର ଦାଶ ଙ୍କ ବିୟୋଗ ଓଡ଼ିଆ ସାହିତ୍ୟ ଜଗତ ପାଇଁ ଏକ ଅପୁରଣୀୟ କ୍ଷତି ବୋଲି ପ୍ରକାଶ କରିବା ସହ ଆତ୍ମାର ସଦଗତି କାମନା କରିଛନ୍ତି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ଅପରାଧ ଦେଶ ବିଦେଶ