ଏନ. ଏ. ସି ର ଜନଶୁଣାଣୀରେ ୧୦ଟି ଅଭିଯୋଗ

ଏନ. ଏ. ସି ର ଜନଶୁଣାଣୀରେ ୧୦ଟି ଅଭିଯୋଗ

0 0
Read Time:1 Minute, 16 Second

ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ପରିସର ମଧ୍ୟରେ ଜୁନାଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା. ଅଧ୍ୟକ୍ଷା ବିନେତା ସ୍ୱାଇଁଙ୍କ ସଭାପତିତ୍ୱରେ ଜନଶୁଣାଣୀରେ ୧୦ଟି ଅଭିଯୋଗ ଆଗତ ହୋଇଥିଲା. ମୋଟ ୬ଗୋଟି ୱାର୍ଡର ଅଭିଯୋଗ ମଧ୍ୟରୁ ୪ ନଂ ୱାର୍ଡର କଲ୍ୟାଣ ମଣ୍ଡପରେ ଜିମ ଖୋଲିବା ଏବଂ ହରଗୋୖରୀ ମନ୍ଦିର ପାର୍ଶ୍ୱରେ ନାଳ ନିର୍ମାଣ ଓ ମରାମତି, ୭ନଂ ୱାର୍ଡରେ ଚିନ୍ମୟ ମିଶନ ପାଖର ନାଳ ନର୍ଦ୍ଧମା ସଫେଇ, ୧୧ନଂ ୱାର୍ଡ କୁମ୍ଭାର ସାହିରେ ୧୧ କେ ଭି ଲାଇନକୁ ସ୍ଥାନାନ୍ତରିତ, ୧୫ନଂ ୱାର୍ଡରେ  ୩ଜଣଙ୍କ ପାଇଁ ରାସନକାର୍ଡ, ନିରାଶ୍ରୟ ମହିଳାଙ୍କୁ କର୍ମସଂସ୍ଥା ଏବଂ ଜଣେ ପୁରୁଷ ଭିନ୍ନକ୍ଷମ ସହାୟତା ଲୋଡ଼ିଥିଲେ. ଏହି ଶୁଣାଣିରେ କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ ଓ ଏନ. ଏ. ସି ର ବିଭିନ୍ନ ବିଭାଗୀୟ ଅଧିକାରୀ ସମେତ ବିଦ୍ୟୁତ, ସ୍ୱାସ୍ଥ୍ୟ, ଜଳ ଯୋଗାଣ ଓ ଖାଉଟି ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ.

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories ନ୍ୟୁଜ୍