ଖଜୁରିପଦାରେ ମଞ୍ଚସ୍ଥ ହେଲା ଅଦିନ ମେଘର ଦୁଃଖ କାହାଣୀ।

ଖଜୁରିପଦାରେ ମଞ୍ଚସ୍ଥ ହେଲା ଅଦିନ ମେଘର ଦୁଃଖ କାହାଣୀ।

0 0
Read Time:1 Minute, 31 Second

ସାନଖେମୁଣ୍ଡି ବ୍ଲକ୍ ଗ୍ରାମାଞ୍ଚଳରେ ବହୁ ପରିମାଣରେ କଳା ପ୍ରତିଭା ମାନେ ଅଛନ୍ତି ସେମାନଙ୍କ ପ୍ରତିଭାର ବିକାଶ ସହ କଳା ସଂସ୍କୃତି ଐତିହ୍ୟ ପରମ୍ପରାକୁ ଶୃଙ୍ଖଳାର ସହ ସୁରକ୍ଷା ଓ ଏକତା ଓ ଭାଇଚାରା ସୃଷ୍ଟି ପାଇଁ ସିଙ୍ଗିପୁର ପଞ୍ଚାୟତ ଅନ୍ତର୍ଗତ ଖଜୁରିପଦା ଗ୍ରାମରେ ତ୍ରିନାଥ ଠାକୁର ନାଟ୍ୟକଳା ସଂସଦ ପକ୍ଷରୁ ଆୟୋଜିତ ସାମାଜିକ ନାଟକ ” ଅଦିନ ମେଘ ର ଦୁଃଖ କାହାଣୀ”ଉଦଘାଟନୀ ଉତ୍ସବରେ ବିଶିଷ୍ଟ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି। ଗଞ୍ଜାମ ଘୁମୁସର ମାଟିର ନାଟ୍ୟକାର ବିଜୟ କୁମାର ପାତ୍ରଙ୍କ ଲିଖିତ ନାଟ୍ୟକାର ବିଜୟ କୁମାର ପଣ୍ଡାଙ୍କ ନିର୍ଦ୍ଦେଶିତ ନାଟକ ଅଦିନ ମେଘର ଦୁଃଖ କାହାଣୀ ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ସରପଞ୍ଚ ପ୍ରତିନିଧି ଚନ୍ଦ୍ର ଶେଖର ମହାପାତ୍ର ପ୍ରଦୀପ ପ୍ରଜ୍ବଳନ ସହ ଉଦଘାଟନ କରିଥିଲେ। ମୁଖ୍ବବକ୍ତା ସାମ୍ବାଦିକ ତଥା ସାହିତ୍ୟିକ ବିନାୟକ ଦାଶ ବିଶିଷ୍ଟ ନାଟ୍ୟକାର କୈଳାଶ ମହାରଣା ପ୍ରମୁଖ ଯୋଗ ଦେଇ ଗଞ୍ଜାମ ଗ୍ରାମାଞ୍ଚଳରେ ନାଟକ ଓ ମଞ୍ଚକଳାର ଭବିଷ୍ୟତ ସମ୍ପର୍କ ଉପରେ ଆଲୋକପାତ କରିଥିଲେ। ଖଜୁରିପଦା ଗ୍ରାମବାସୀ ପରିଚାଳନା କରିଥିଲେ

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍