ଧରାକୋଟ ରେ ପ୍ରାରମ୍ଭ ତାଲିମ ଶିବିର

ଧରାକୋଟ ରେ ପ୍ରାରମ୍ଭ ତାଲିମ ଶିବିର

0 0
Read Time:1 Minute, 55 Second

ଧରାକୋଟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଠ ଦିନ ଧରି ଦୁଇଟି ପର୍ଯ୍ୟାୟରେ ପ୍ରାରମ୍ଭ ତାଲିମ ଶିବିର ବରଡାବାଲି, କଳାସୂତା ଉଚ୍ଚ ବିଦ୍ୟାଳୟ ଓ ମାଣିକପୁର ଉଚ୍ଚ ପ୍ରାଥମିକ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ବ୍ଲକ ଶିକ୍ଷା ଅଧିକାରୀ ପ୍ରମୋଦ ଚନ୍ଦ୍ର ସେନାପତି, ବି ଆର ସି ସି ପ୍ରଦୀପ କୁମାର ହୋତା ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉମା ଚରଣ ପାଣିଗ୍ରାହୀ ଓ ପ୍ରଦୀପ ଶତପଥୀ ଉଦ୍ଘାଟନ କରିଥିଲେ। ଏଥିରେ ତାଲିମ ଦାତା ଭାବେ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ପରମାନନ୍ଦ ବେହେରା,ରବୀନ୍ଦ୍ର ନାଥ ପଲାଇ,ପ୍ରଶାନ୍ତ କୁମାର ପାଣିଗ୍ରାହୀ ତାଲିମ ପ୍ରଦାନ କରିଥିଲେ। ଶିବିରରେ ଏନ୍ ଇ ପି 2020 ଓ ନିପୁନ ଭାରତ ମିଶନ ମିଳିତ ଉଦ୍ୟମ ରେ 2026/27 ସୁଦ୍ଧା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ମୌଳିକ ସାକ୍ଷରତା ଓ ମୌଳିକ ଜ୍ଞାନର ଅଧିକାରୀ କରିବା,23/24 ଶିକ୍ଷା ବର୍ଷରେ ନୂତନ ଭାବେ ପ୍ରବେଶ କରୁଥିବା ଛାତ୍ର ଛାତ୍ରୀ ଙ୍କ ବିଦ୍ୟାଳୟ ପ୍ରବେଶ କୁ ସୁନିଶ୍ଚିତ କରିବା ଏହାର ମୁଖ୍ୟ ଆଭିମୁଖ୍ୟ ରହିଥିଲା । ସମସ୍ତ ସି ଆର ସି ସି ତାଲିମ ପ୍ରଦାନ ସହ ସହଯୋଗ ପ୍ରଦାନ କରିଥିଲେ। ବ୍ଲକ ର 116 ଗୋଟି ବିଦ୍ୟାଳୟର ତିନିଶହ ଶିକ୍ଷକ ଓ ଶିକ୍ଷୟତ୍ରୀ ତାଲିମ ଗ୍ରହଣ କରିଥିଲେ। ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ପାତ୍ର,ପଞ୍ଚାନନ ବେହେରା ଓ ରାଜେନ୍ଦ୍ର ମଲିକ ଶିବିରକୁ

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ସ୍ପେଶାଲ୍ ରିପୋର୍ଟ