ବିଶ୍ୱ ମହିଳା ଦିବସ ପାଳନ:ବିଜୁ କନ୍ୟାରତ୍ନ ସଚେତନ ରାଲି

ବିଶ୍ୱ ମହିଳା ଦିବସ ପାଳନ:ବିଜୁ କନ୍ୟାରତ୍ନ ସଚେତନ ରାଲି

0 0
Read Time:1 Minute, 0 Second

ଆସିକା ପଂଚାୟତ ସମିତି କାର୍ଯ୍ୟାଳୟ ସଭାଗୃହରେ  ବିଶ୍ୱମହିଳା ଦିବସ ପାଳନ କରାଯାଇଥିଲା।ଏଥିରେ ସାଂସଦ ପ୍ରମିଳା ବିଷୋୟୀ, ବିଧାୟିକା ମଞ୍ଜୁଳା ସ୍ବାଇଁ,ବ୍ଲକ ଉପାଧ୍ୟକ୍ଷା ରେଶମା ଦୋରା,ତହସିଲଦାର ସଞ୍ଜୟ ସମନ୍ତରାୟ,ବିଡ଼ିଓ ଫକୀର ଚରଣ ପରିଡ଼ା ,ସି ଡି ପି ଓ ଭାରତୀ ମହାପାତ୍ର ଏବଂ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।ଏହି ଅବସରରେ ୨୭ଜଣ ଅଙ୍ଗନବାଡ଼ି,୬ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ, ବ୍ୟାଂକମିତ୍ର ଓ ବିଭିନ୍ନ କ୍ଷେତ୍ରରେ ପାରିଦର୍ଶିତା ଦେଖାଇଥିବା ମହିଳାଙ୍କୁ ପୁରସ୍କୃତ କରାଯାଇଥିଲା।ସେହିଭଳି ଆଲିପୁର ଗ୍ରାମରେ ସରପଞ୍ଚ ଜ୍ୟୋତିର୍ମୟୀ ନାହାକଙ୍କ ନେତୃତ୍ବରେ ବିଜୁ କନ୍ୟାରତ୍ନ ସଚେତନତା ରାଲି ଗ୍ରାମ ପରିକ୍ରମା ଏବଂ ସଭାର ଆୟୋଜନ ହୋଇଥିଲା।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ସ୍ପେଶାଲ୍ ରିପୋର୍ଟ