ଗ୍ରାମରେ କଙ୍ଗାରୁ କୋର୍ଟ: ଚୋର ସନ୍ଦେହରେ ପୋଲରେ ଯୁବକଙ୍କୁ ବାନ୍ଧି ମାଡ଼

ଗ୍ରାମରେ କଙ୍ଗାରୁ କୋର୍ଟ: ଚୋର ସନ୍ଦେହରେ ପୋଲରେ ଯୁବକଙ୍କୁ ବାନ୍ଧି ମାଡ଼

0 0
Read Time:1 Minute, 13 Second

ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଗଙ୍ଗାପୁର ପଞ୍ଚାୟତ ନରସିଂହଗଡ଼ ଗ୍ରାମରେ ଚୋର ସନ୍ଦେହ ରେ ୨ ଜଣ ଯୁବକ ଙ୍କୁ ଧରି ପୋଲ ରେ ବାନ୍ଧି ଛେଚିବା ସହ ପୋଲିସ କୁ ଜିମା ଦେଲେ ଗ୍ରାମବାସୀ । ତେବେ ଆଜି ଭୋର ସକାଳ ପ୍ରାୟ ୪ ଟା ସମୟେ ଅଚିହ୍ନା ଦୁଇ ଯୁବକ ଗାଁ ରେ ପଇଁତରା ମାରିବା ସହ କିଛି ଘର ସମ୍ମୁଖରେ ପହଂଚି ଘରେ ପଶିଥିଲେ ଘର ଲୋକ ପାଟିକାରୀଥିବା ବେଳେ ଗ୍ରାମବାସୀମାନେ ଜଣେ ଯୁବକୁ କାବୁ କରି ଗାଁ ମଝିରେ ରହିଥିବା ଏକ ପୋଲ ରେ ବାନ୍ଧି ଉତ୍ତମ ମାଧ୍ୟମ ଭାବେ ଛେଚିଥିଲେ ପରବର୍ତ୍ତୀ ସମୟେ ଅନ୍ୟ ଏକ ଯୁବକ କୁ ମଧ୍ୟ କାବୁ କରିଥିଲେ । ପରବର୍ତ୍ତୀ ମୁହୂର୍ତ୍ତ ରେ ପାଟପୁର ପୋଲିସ କୁ ସୂଚନା ଦେଲାପରେ ପୋଲିସ ଉଭୟ ଯୁବକ କୁ ନିଜ ହେପାଯତ କୁ ନେଇ ଥାନା ରେ ଅଟକ ରଖିଛି ତେବେ ଗାଁ ରେ ଯୁବକ ଙ୍କୁ ବାନ୍ଧି ମାର ପିଟ କରୁଥିବା ଭିଡ଼ିଓ ଏବେ ସୋସିଆଲ ମିଡିଆ ରେ ଭାଇରଲ ହେବାରେ ଲାଗିଛି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories