ବିଦୁତ୍ ତାର ସଂସପର୍ଶରେ ଆସି ମାଙ୍କଡ ଗୁରୁତର

ବିଦୁତ୍ ତାର ସଂସପର୍ଶରେ ଆସି ମାଙ୍କଡ ଗୁରୁତର

0 0
Read Time:47 Second

ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସାମନାରେ ଥିବା ବିଦୁତ ଖୁଣ୍ଟରେ ବସିଥିବା ବେଳେ ଏକ ମାଙ୍କଡ ଏଗାର କେ ଭି କରେଣ୍ଟ ଲାଇନ ସଂସ୍ପର୍ଶରେ ଆସି ଏଥିରେ ଲାଗି ଯାଇଥିଲା। ଯାହା ଫଳରେ ସ୍ପାର୍କିଂ ହେବାରୁ ସ୍ଥାନୀୟ ଲୋକେ ଏହାକୁ ଦେଖି ତୁରନ୍ତ ବିଦୂତ୍ ଓ ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ। ତୁରନ୍ତ ବିଦୁତ ସରବରାହ ବିଚ୍ଛିନ୍ନ କରାଯିବା ପରେ ଏକ ଲମ୍ବା ସିଡି ପକାଇ ମାଙ୍କଡକୁ ଉଦ୍ଧାର କରାଯାଇଥିଲା। ଏହାପରେ ତାକୁ ଚିକିତ୍ସା କରି ଫଳ,ବିସ୍କୁଟ ଖାଇବାକୁ ଦିଆଯାଇ ପାଣି ପିଆଇବାପରେ ଛାଡ଼ି ଦିଆଯାଇଥିଲା।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍