ଶଶୁର ଡେଙ୍ଗା ମାଡ଼ରେ ଜ୍ବାଇଁ ଲହୁ ଲୁହାଣ

ଶଶୁର ଡେଙ୍ଗା ମାଡ଼ରେ ଜ୍ବାଇଁ ଲହୁ ଲୁହାଣ

0 0
Read Time:56 Second

ବଚସାରୁ ଗଣ୍ଡଗୋଳ ଘଟିଛି।ଶଶୁର ଙ୍କ ଠେଙ୍ଗା ମାଡ଼ରେ ଜ୍ବାଇଁ ପୁଅ ଅକ୍ଷୟ ନାୟକ ଆହତ ହୋଇଥିଲେ।ନିଜ ଶଢ଼ୁ ରବୀନ୍ଦ୍ର ସ୍ୱାଇଁ ଅକ୍ଷୟଙ୍କୁ ତଣ୍ଟିକୁ ଧରି ମାଡି ବସିବା ପରେ ଶଶୁର ପୀତବାସ ବିଷୋୟୀ ଧରିଥିବା ଠେଙ୍ଗାରେ ରକ୍ତାକ୍ତ ଆକ୍ରମଣ କରିଥିଲେ।ସ୍ଥାନୀୟ ଲୋକେ ପହଂଚିବାରୁ ଉଭୟେ ସେଠାରୁ ପଳାଇ ଯିବା ବେଳେ ମାରିଦେବାକୁ ଧମକ ଦେଇ ଯାଇଥିଲେ।ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଅକ୍ଷୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ତାଙ୍କ ଏତଲା କ୍ରମେ ଥାନା କେଶ ନଂ ୩୮୦/୨୨ ପ୍ରକାରେ ବରଗାଁ ର ଶଶୁର ପୀତବାସ ବିଷୋୟୀ ଓ ଶଢୁ ରବୀନ୍ଦ୍ର ଓରଫ କୃଷ୍ଣ ସ୍ଵାଇଁଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories ଅପରାଧ