ନିଖୋଜ ମିସ୍ତ୍ରୀଙ୍କ ମୃତ ଦେହ ଠାବ 

ନିଖୋଜ ମିସ୍ତ୍ରୀଙ୍କ ମୃତ ଦେହ ଠାବ 

0 0
Read Time:47 Second

ଆସିକା ଥାନା ଅନ୍ତର୍ଗତ ଘଟାକୁରି ନିକଟସ୍ଥ ଲେଙ୍କାତୋଟା ପଡ଼ିଆରେ ପଡିଥିବା ଏକ ମୃତ ଦେହକୁ ପୋଲିସ ଉଦ୍ଧାର କରିଛି।ମୃତଙ୍କ ଘର ଖାରିଆ ଗ୍ରାମର ୫୦ବର୍ଷୀୟ ଶିବରାମ ଜେନା ଅଟନ୍ତି।ପ୍ରତିଦିନ ଭଳି ମଙ୍ଗଳବାର ଦିନ ସକାଳୁ ସେ ମିସ୍ତ୍ରୀ କାମ କରିବାକୁ ଯାଇଥିଲେ କିନ୍ତୁ ଘରକୁ ଫେରିନଥିଲେ। ଗୁରୁବାର ସକାଳୁ ଲେଙ୍କା ତୋଟା ପଡିଆରେ ତାଙ୍କ ମରଶରୀରକୁ ଗ୍ରାମବାସୀମାନେ ଦେଖି ତାଙ୍କ ଘରେ ଖବର ଦେଇଥିଲେ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି କେଶ ନଂ ୧୬/୨୨ରେ ଏକ ଆପମୃତ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ଅପରାଧ ନ୍ୟୁଜ୍