ଧରାକୋଟ  ତହସିଲ ସମୂଖରେ ତିନି ଦଫା ଦାବିରେ ଧାରଣା

ଧରାକୋଟ  ତହସିଲ ସମୂଖରେ ତିନି ଦଫା ଦାବିରେ ଧାରଣା

0 0
Read Time:1 Minute, 16 Second

ଅଖିଳ ଭାରତ କ୍ଷେତ ମଜଦୁର କିଷାନ ସଭା ତରଫରୁ ତିନି ଦଫା ଦାବି ନେଇ ତହସିଲ ଅଫିସ କାର୍ଯ୍ୟାଳୟ ସମ୍ମୁଖରେ ପ୍ରାୟ ଶତାଧିକ ପୁରୁଷ ଓ ମହିଳା ଗଣ ଧାରଣା alkmsର ଆବାହକ ନିରାକାର ନାୟକଙ୍କ ନେତୃତ୍ବରେ ଗଣ ଧାରଣା ଦେଇଥିଲେ। ସେମାନଙ୍କ ଦାବି ମଧ୍ୟରେ ବାସ ହୀନକୁ ଘର ପଟା ପ୍ରଦାନ ଜମି ହୀନକୁ ଜମିପଟ୍ଟା ପ୍ରଦାନ ଭାଗ ଚାଷୀ ଙ୍କୁ ଚାଷୀ ର ମାନ୍ୟତା ପ୍ରଦାନ, ଏହି ତିନିଦଫା ଦାବୀ ସମ୍ବଳିତ ଦାବିପତ୍ର ତହସିଲଦାର କବିରାଜ ପ୍ରଧାନଙ୍କୁ ପ୍ରଦାନ କରିଥିଲେ।ଉକ୍ତ ଦାବୀ ଗୁଡ଼ିକ ସଂପର୍କରେ ଦଶଦିନ ଭିତରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ପାଇଁ ତହସିଲଦାର ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟପଟେ ଏହି ପ୍ରତିଶ୍ରୁତି ଖିଲାପ ହେଲେ alkmks ତରଫରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଗଣଧାରଣା ଦିଆଯିବାର ଚେତାବନୀ ଦିଆଯାଇଛି। ଏହି ଧାରଣାରେ ପର୍ଶୁ ଗୈାଡ ଜିଲ୍ଲା କମିଟିସଭ,ଗଙ୍ଗା ଗୈାଡ ବ୍ଲକ କମିଟି ସଭ୍ୟ ଦୟାନିଧି ପ୍ରମୁଖ ସାମିଲ ରହିଥିଲେ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍ ରାଜନୀତି