Read Time:36 Second
ଆସିକା(୧୭.୫)ଆସିକା ଥାନା ଇଲାକାର ଗୋଲାପଲ୍ଲୀ ନିକଟରେ ମାଟିବାଲି ଚୋର ଚାଲାଣ ହେଉଥିବା ଖବର ପାଇ ଅତର୍କିତ ଚଢ଼ାଉ କରିଥିଲେ।ଏହି କାର୍ଯ୍ୟରେ ଲାଗିଥିବା ଦଶ ଟ୍ରାକ୍ଟର ଏବଂ ଗୋଟିଏ ଜେସିବି ଜବତ ସାଙ୍ଗକୁ ଏଗାର ଡ୍ରାଇଭର ଗିରଫ ହୋଇଛନ୍ତି।ରିଏଲଇଷ୍ଟେଟ ମାଲିକ ସ୍ମୃତି ରଞ୍ଜନ ସାହୁ ଘଟଣା ସ୍ଥଳରୁ ଖସି ଯାଇଛନ୍ତି।ପୋଲିସ ଥାନା କେଶ ନଂ ୨୩୬ /୨୨ ପ୍ରକାରେ ମାମଲା ରୁଜୁ କରି ଅଧୁକ ତଦନ୍ତ ଚଳାଇଛି।

