Read Time:34 Second
ମୁମ୍ବାଇ: ଯୁବ ବ୍ୟାଟ୍ସମ୍ୟାନ୍ ସର୍ଫରାଜ ଖାନ୍ ରଣଜୀ ଟ୍ରଫିରେ ନିଜର ପ୍ରଥମ ତ୍ରିଶତକ ମାରିଛନ୍ତି, ଯାହା ବଳରେ ମୁମ୍ବାଇ ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ଉତ୍ତର ପ୍ରଦେଶ ବିପକ୍ଷ ମ୍ୟାଚର ପ୍ରଥମ ଇନିଂସରେ ଅଗ୍ରଣୀ ଭିତ୍ତିରେ ୩ ପଏଣ୍ଟ ହାସଲ କରିଛି। ସର୍ଫରାଜ ତୃତୀୟ ମୁମ୍ବାଇ ବ୍ୟାଟ୍ସମ୍ୟାନ୍ ଭାବେ ରଣଜୀ ଟ୍ରଫିରେ ତ୍ରିଶତକ ମାରିବାର ରେକର୍ଡ କରିଛନ୍ତି।

