ଋଷିପୁର ଗ୍ରାମରେ ବଜ୍ରାଘାତ ବାର ଛେଳି ମୃତ

ଋଷିପୁର ଗ୍ରାମରେ ବଜ୍ରାଘାତ ବାର ଛେଳି ମୃତ

0 0
Read Time:1 Minute, 0 Second

ଆସିକା ବ୍ଲକ ଅନ୍ତର୍ଗତ ବାଲିଛାଇ ଗ୍ରାମ ପଞ୍ଚାୟତର ଋଷିପୁର ଗାଁ ନିକଟରେ ଛେଳି ପଲ ଚରୁଥିବା ବେଳେ ଆକସ୍ମିକ ବଜ୍ରାଘାତ ହୋଇ ବାର ଛେଳି ଙ୍କ ଶୋଚନୀୟ ମୃତ୍ୟୁ ହୋଇଛି।ଅପରାହ୍ନ ସମୟରେ ଚାରୋଟି ପରିବାର ର ଛେଳି ପଲ ରେ ପ୍ରାୟ ଦୁଇ ସହ ଛେଳି ଚରୁଥିବା ବେଳେ   ଘଡ ଘଡି ପବନ ବର୍ଷା ଆସିଯାଇଥିଲା।ବଜ୍ରାଘାତ ବାର ଛେଳି ମୃତ୍ୟୁ ବରଣ କରିଥିଲେ।  ମୃତ ଛେଳି ବାଲିଛାଇ ଗାଁ ର ସମ୍ବାରି ଗୌଡ଼, ବାବୁଲି ଗୌଡ଼, ବାହାନ ଗୌଡ଼ ଓ ବୁଦ୍ଧିରାମ ଗୌଡ଼ ଙ୍କ ଛେଳି ବୋଲି ଜଣା ପଡିଛି  l ଖବର ପାଇ ଘଟଣା ସ୍ଥଳରେ ଆସିକା ପଶୁ ଚିକିତ୍ସା ଅଧିକାରୀ ଅନୁଧ୍ୟାନ କରି ଫେରିଥିବା ବେଳେ କ୍ଷତି ପୂରଣ ଦେବା ପାଇଁ ପ୍ରଶାସନ କୁ ଅନୁରୋଧ କରିଛନ୍ତି ଛେଳି ମାଲିକ l

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories