Read Time:58 Second
ଓଡ଼ିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ନଗର ବନ ଆସିକା ଉଦଘାଟନ ହୋଇଯାଇଛି।ଉକ୍ତ ଉଦଘାଟନ ରେ ମୁଖ୍ୟ ଅତିଥି ଭାବେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ,ଆସିକା ଏନ.ଏ.ସି ଅଧକ୍ଷା ବିନେତା ସ୍ୱାଇଁ,ଗଞ୍ଜାମ ଜୋନ ସଭାପତି ନଚିକେତା ସ୍ୱାଇଁ,ସାଂସଦ ପ୍ରତିନିଧି ସତ୍ୟନାରାୟଣ ସ୍ୱାଇଁ,ବିଜେଡି ନେତା ଭଗବାନ ସାହୁ,ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ଦିଲୀପ କୁମାର ରାଉତ ,ସହକାରୀ ବନ ସଂରକ୍ଷକ ପ୍ରଭାକର ନାୟକ,ଆସିକା ବିଡିଓ ଫକୀର ଚରଣ ପରିଡା ଆସିକା ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ଼ ଫରେଷ୍ଟର ଆସିକା ପ୍ରୋମଦ ପଣ୍ଡା ସମେତ ବହୁ ବନ କର୍ମଚାରୀ ମାନେ ଉପସ୍ଥିତ ଥିଲେ।





