ଆସିକା ଵିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ   ଆଜାଦିକି ଅମ୍ବରିତ ଉତ୍ସବ ପାଳିତ

ଆସିକା ଵିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ   ଆଜାଦିକି ଅମ୍ବରିତ ଉତ୍ସବ ପାଳିତ

0 0
Read Time:43 Second

ଆସିକା ଵିଜ୍ଞାପିତ ଅଞ୍ଚଳ ପାରିଷଦ ପକ୍ଷରୁ ଆଜାଦିକି ଉଛବ  ପାଳିତ ଅବସରରେ ଏକ ସଚେତନତା ରାଲି କରାଯାଇଥିଲା  ।କାର୍ଯ୍ୟନିର୍ବାହୀ ଅଧିକାରୀ  ଲୋକୋନାଥ ବେଜ ଙ୍କ ତତ୍ୱବଧାନରେ ଅଧକ୍ଷା ବିନେତା ସ୍ୱାଇଁ ଏବଂ କାଉନସିଲର ,କର୍ମଚାରୀ,ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନେଯୋଗ ଦେଇ  ଆସିକା ସହରର ବିଭିନ୍ନ ସାହି ତଥା  ଖମ୍ବେଶ୍ବରୀ ପାଟଣା, କୁମ୍ଭାର ସାହି, ହାଟପଦା  ଅଞ୍ଚଳକୁ ଯାଇ ସ୍ୱଚ୍ଛତା ଉପରେ ବିଭିନ୍ନ ସ୍ଲୋଗାନ ଦେଇ ସହର ବାସୀଙ୍କୁ ସଚେତନତା କରାଇଥିଲେ  l

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ସ୍ୱାସ୍ଥ୍ୟ